ମୋଶାଙ୍କ ଦ୍ୱାରା ପରାଜିତ ରାଜାମାନେ

1.

2. ହିଷ୍ବୋନ ନିବାସୀ ଇ ମାରେୀଯଲମାନଙ୍କର ସହରର ସୀହାନେ ରାଜାଙ୍କକ୍ସ୍ଟ ପରାସ୍ତ କଲେ ଓ ଅର୍ନୋନ ଗିରି ସଂକଟ ନିକଟସ୍ଥ ଆ ରଯରେଠାେରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଗିଲିଯଦର ଅର୍ଦ୍ଧ ଦେଶଠାରକ୍ସ୍ଟ ଅମ୍ମାନେ ସନ୍ତାନଗଣର ସୀମାସ୍ଥିତ ୟବୋକ୍ ନଦୀ ପ୍ରର୍ୟ୍ଯନ୍ତ ଶାସନ କଲେ।

3. ସମାନେେ ମଧ୍ଯ ୟର୍ଦ୍ଦନର ପୂର୍ବ ଉପତ୍ୟକାଠାରକ୍ସ୍ଟ ଗାଲିଲି ହ୍ରଦର ପୂର୍ବ ତୀର ପର୍ୟ୍ଯନ୍ତ ଓ ବୈତ୍ୟିଶିମାେତର ପଥରେ ପଦାଭୂମିସ୍ଥିତ ଲବଣ ସମକ୍ସ୍ଟଦ୍ରର ପୂର୍ବତୀର ପର୍ୟ୍ଯନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶ ରେ ରାଜତ୍ବ କଲେ।

4. ସମାନେେ ମଧ୍ଯ ବାଶନର ରାଜା ଓଗଙ୍କକ୍ସ୍ଟ ପରାସ୍ତ କଲେ। ଓଗ୍ ଥିଲେ, ରଫାଯୀଯ ବଂଶଧର, ସେ ଅଷ୍ଟରୋତ୍ ଓ ଇଦ୍ରିଯୀ ରେ ଶାସନ କରୁଥିଲେ।

5. ଓଗ୍ ମଧ୍ଯ ହର୍ମୋଣ ପର୍ବତ ରେ, ସଲଖା ରେ, ଗଶୂରୀଯମାନଙ୍କ ଓ ମାଖାଥୀଯମାନଙ୍କ ସୀମା ପର୍ୟ୍ଯନ୍ତ ସମକ୍ସ୍ଟଦାଯ ବାଶନ ଦେଶ ରେ ଓ ହିଷ୍ବୋନ୍ର ରାଜା ସୀହାନରେ ସୀମା ପର୍ୟ୍ଯନ୍ତ ଗିଲିଯଦର ଅର୍ଦ୍ଧ ଦେଶ ରେ ଶାସନ କରୁଥିଲେ।

6. ସଦାପ୍ରଭୁଙ୍କର ଦାସ ମାଶାେ ଏବଂ ଇଶ୍ରାୟେଲର ଲୋକମାନେ ସେ ରାଜାଗଣଙ୍କର ଦେଶକକ୍ସ୍ଟ ପରାସ୍ତ କରିଥିଲେ। ମାଶାେ ସମାନଙ୍କେର ଦେଶଗକ୍ସ୍ଟଡିକ ଗାଦୀଯ ରକ୍ସ୍ଟବନେୀଯ ପରିବାରବର୍ଗଙ୍କକ୍ସ୍ଟ ଏବଂ ମନଃଶିର ଅର୍ଦ୍ଧ ପରିବାରବର୍ଗକକ୍ସ୍ଟ ଦେଲେ।

ଯିହୋଶୂୟଙ୍କ ଦ୍ୱାରା ପରାଜିତ ହୋଇଥିବା ରାଜାମାନେ

7.

8. ପର୍ବତମଯ ଦେଶ, ତଳଭୂମି, ୟର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗକ୍ସ୍ଟଡିକ, ନଗଭେ ଓ ମରକ୍ସ୍ଟଭୂମି ହୀତ୍ତୀଯ ଇ ମାରେୀଯ, କିଣାନୀଯ, ପରିଷୀଯ, ଓ ହିଦ୍ଦୀଯମାନେ ସଠାେରେ ବାସ କଲେ। ସହେିସବୁ ରାଜାମାନଙ୍କର ତାଲିକା ନିମ୍ନ ରେ ଦିଆଗଲା:

9. ଯିରୀହୋର ରାଜା 1, ବୈଥେ‌ଲ୍‌ର ନିକଟସ୍ଥ ଅୟର ରାଜା 1

10. ଯିରୁଶାଲମର ରାଜା 1, ହିବ୍ରୋଣର ରାଜା 1

11. ଯର୍ମୂତର ରାଜା 1, ଲାଖୀ‌ଶ୍‌ର ରାଜା 1

12. ଇଗ୍ଲୋନର ରାଜା 1, ଗେଷ‌‌ର୍‌‌ର ରାଜା 1

13. ଦବୀରର ରାଜା 1, ଗେଦରର ରାଜା 1

14. ହର୍ମାର ରାଜା 1, ଅରାଦର ରାଜା 1

15. ଲି‌‌ବ୍‌‌ନାର ରାଜା 1, ଅଦୁଲ୍ଲମର ରାଜା 1

16. ମ‌କ୍‌କେଦାର ରାଜା 1, ବୈଥେ‌ଲ୍‌ର ରାଜା 1

17. ତପୂହର ରାଜା 1, ହେଫରର ରାଜା 1

18. ଅଫେକର ରାଜା 1, ଲାଶାରୋଣର ରାଜା 1

19. ମାଦୋନର ରାଜା 1, ହା‌ତ୍‌ସୋରର ରାଜା 1

20. ଶିମ୍ରୋଣ ମରୋଣର ରାଜା 1, ଅ‌କ୍‌ଷଫର ରାଜା 1

21. ତାନ କର ରାଜା 1, ମଗିଦ୍ଦୋର ରାଜା 1

22. କେଦଶର ରାଜା 1, କର୍ମିଲସ୍ଥ ଯଗ୍ନିଯାମର ରାଜା 1

23. ଦୋର ଉପପର୍ବତସ୍ଥିତ ଦୋରର ରାଜା 1, ଗି‌ଲ୍‌ଗଲସ୍ଥ ଗୋୟିମର ରାଜା 1

24. ତିର୍ସାର ରାଜା 1

Bibles

Books

Chapters