ପାର୍ଥିବ ଅଭୟାରଣ୍ୟ

1.

2. ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତ ରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗ ରେ ଦୀପ, ମଜେ ଓ ତହିଁ ଉପରେ ପରମେଶ୍ବରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ 'ପବିତ୍ର ସ୍ଥାନ'314 ବୋଲି କୁହା ଯାଇଥିଲା।

3. ଦ୍ବିତୀୟ ପରଦା ପଛ ପଟ ରେ ଯେଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା।

4. ଏଠା ରେ ସୁଗନ୍ଧିତ ଦ୍ରବ୍ଯ ପୋଡ଼ିବା ପାଇଁ ଗୋଟିଏ ସୁନାର ବଦେୀ ଥିଲା। 'ପୁରାତନ ନିୟମ315 ଗୋଟିଏ ପବିତ୍ର ବାକ୍ସ ଭିତ ରେ ଥିଲା। ବାକ୍ସ ସୁନା ରେ ତିଆରି ହାଇେଥିଲା। ସହେି ବାକ୍ସ ଭିତ ରେ ସୁନା ରେ ତିଆରି ମାନ୍ନା316 ରଖା ହାଇେଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହାଇେ ପତ୍ର କଅଁଳି ଥିଲା ମଧ୍ଯ ଥିଲା। ସହେି ବାକ୍ସ ରେ ପୁରାତନ ନିୟମର ଦଶଆଜ୍ଞା ଲଖାେଥିବା ପ୍ରସ୍ତର ଫଳକମାନ ମଧ୍ଯ ଥିଲା।

5. ବାକ୍ସ ଉପରେ କିରୁବ ସ୍ବର୍ଗଦୂତଗଣ ପରମେଶ୍ବରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ 'ଦୟାର ଆସନ'317 ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟ ରେ କହି ପାରିବୁ ନାହିଁ।

ପାର୍ଥିବ ସେବାର ସୀମା

6.

7. କିନ୍ତୁ ଦ୍ବିତୀୟ ବଖରା ଭିତରକୁ କବଳେ ବର୍ଷ ରେ ଥରେ ମହାୟାଜକ ଯାଇ ପାରୁଥିଲେ। ମହାୟାଜକ ଉତ୍ସର୍ଗ କରିବାର ରକ୍ତ ନ ନଇେ କଦାପି ସଠାେରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସହେି ରକ୍ତ ପରମେଶ୍ବରଙ୍କୁ ଅର୍ପଣ କରୁଥିଲେ।

8. ଏତଦ୍ବାରା ପବିତ୍ର ଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି ଯେ, ପ୍ରଥମ ବଖରାଟି ଥିବା ପର୍ୟ୍ଯନ୍ତ ଅତିପବିତ୍ର ସ୍ଥାନ ରେ ପ୍ରବେଶ କରିବାର ପଥ ଖାେଲା ହାଇେ ନାହିଁ।

9. ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ବରୂପ। ଏହା ସୂଚାଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ବରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ବାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହାଇପୋ ରେ ନାହିଁ। ଉକ୍ତ ବଳି ହତେୁ ସେ ସିଦ୍ଧିଲାଭ କରିପା ରେ ନାହିଁ।

10. ସଗେୁଡ଼ିକ ଖାଦ୍ୟ, ପୟେ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କବଳେ ଶାରୀରିକ ବିଧିବିଧାନ ଅଟେ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରମେଶ୍ବର ସହେି ସବୁ ନିୟମ ଲୋକମାନଙ୍କୁ ଦେଲେ।

ସ୍ୱର୍ଗୀୟ ଅଭୟାରଣ୍ୟ

11.

12. ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ରେ ଛଳେି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘନେି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।

13. ଯେଉଁ ଲୋକମାନେ ଉପାସନାସ୍ଥଳ ରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହଁନ୍ତି ସମାନଙ୍କେ ଉପରେ ଛଳେି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। ସହେି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।

14. ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।

15. ଅତଏବ, ପରମେଶ୍ବରଙ୍କ ପାଖରୁ ଯୀଶୁଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ଯ ଯେପରି ପରମେଶ୍ବରଙ୍କ ଦ୍ବାରା ଆହୂତ ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହବେେ। ସମାନେେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳ ରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିବାଦ ରେ ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ।

ମଧ୍ୟସ୍ଥିଙ୍କ ମୃତ୍ୟୁ ଆବଶ୍ୟକ

16.

17. ଚୁକ୍ତି ଲେଖିଥିବା ଲୋକ ଯଦି ଜୀବିତ, ତା ହେଲେ ସହେି ଉଇଲ୍ଟି କାର୍ୟ୍ଯକାରୀ ହାଇେ ପାରିବ ନାହିଁ। ମଣିଷଟି ମରିଗଲା ପରେ ଯାଇ ଉଇଲ୍ଟି ଲାଗୁ ହାଇେ ପାରିବ।

18. ପରମେଶ୍ବର ଓ ଲୋକଙ୍କ ମଧିଅରେ ହାଇେଥିବା ପ୍ରଥମ ନିୟମ ଠିକ୍ ସହେିଭଳି। ପ୍ରଥମ ନିୟମ ମଧ୍ଯ ରକ୍ତଦ୍ବାରା କାର୍ୟ୍ଯକାରୀ ହାଇେଥିଲା।

19. ପ୍ରଥମ ରେ, ବ୍ଯବସ୍ଥାର ପ୍ରେତ୍ୟକକ ଈଶ୍ବରୀୟ ଆଜ୍ଞା ମାଶାେ ଲୋକମାନଙ୍କୁ କହିଥିଲେ। ତା'ପରେ ମାଶାେ ବାଛୁରୀଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା'ପରେ ସେ ଲାଲ ରଙ୍ଗ ଓ ଏସୋବର ଡ଼ାଳଟିଏ ନଇେ ଜଳ ମିଶ୍ରିତ ରକ୍ତ ବ୍ଯବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ।

20. ତା'ପରେ ମାଶାେ କହିଲେ, ଯେଉଁ ନିୟମଗୁଡ଼ିକୁ ପରମେଶ୍ବର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା ଦଇେଛନ୍ତି, ସହେି ନିୟମର ରକ୍ତ ଏହି।

21. ମାଶାେ ପବିତ୍ର ତମ୍ବୁ ଉପରେ ସହେି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ଯକ ହେଉଥିବା ପ୍ରେତ୍ୟକକ ବସ୍ତୁ ଉପରେ ମଧ୍ଯ ସେ ସହେି ରକ୍ତ ଛିଞ୍ଚିଲେ।

22. ବ୍ଯବସ୍ଥା କୁ ହେ ଯେ, ପ୍ରେତ୍ୟକକ ବସ୍ତୁ ରକ୍ତ ଦ୍ବାରା ଶୁଦ୍ଧ ହାଇେ ପାରିବ। ଓ ବିନା ରକ୍ତ ରେ ପାପଗୁଡ଼ିକୁ କ୍ଷମା କରା ଯାଇ ପାରିବ ନାହିଁ।

ଖ୍ରୀଷ୍ଟଙ୍କ ବଳିଦାନର ମହାନତା

23.

24. ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନଷ୍ଯ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ବର୍ଗ ଭିତରକୁ ଗଲେ।

25. ବର୍ତ୍ତମାନ ସେ ମଧ୍ଯ ଆମ୍ଭକୁ ସାହାୟ୍ଯ କରିବା ପାଇଁ ସଠାେରେ ପରମେଶ୍ବରଙ୍କ ଆଗ ରେ ଅଛନ୍ତି। ମହାୟାଜକ ମହାପବିତ୍ର ସ୍ଥାନ ରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନଇେ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାୟାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସଭେଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ବର୍ଗ ରେ ପ୍ରବେଶ କରି ନ ଥିଲେ।

26. ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।

27. ପ୍ରେତ୍ୟକକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଚାର ହୁଏ।

28. ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନକେ ଲୋକଙ୍କର ପାପ ଦୂର କରିପାରିବେ। ଖ୍ରୀଷ୍ଟ ଦ୍ବିତୀୟଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସମାନଙ୍କେର ମୁକ୍ତି ପାଇଁ ଆସିବେ।

Bibles

Books

Chapters