ମହାଯାଜକ ପାଇଁ ଯୋଗ୍ୟତା

1.

2. ଅନ୍ୟ ଲୋକମାନଙ୍କ ଭଳି ମହାୟାଜକର ମଧ୍ଯ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦଖାଇବୋକୁ ସମର୍ଥ।

3. ମହାୟାଜକ ଅନ୍ଯଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ଯ ଦୁର୍ବଳତା ଥିବା ହତେୁରୁ ସେ ମଧ୍ଯ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।

4. ମହାୟାଜକ ହବୋ ଏକ ସମ୍ମାନର ବିଷୟ। କିନ୍ତୁ କହେି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ବରଙ୍କ ଦ୍ବାରା ଆହୂତ ହବୋକୁ ପଡ଼ିବ, ଯେପରି ହାରୋଣ ଆହୂତ ହାଇେଥିଲେ।

ସବୁଦିନ ପାଇଁ ପୁରୋହିତ

5.

6. ଅନ୍ୟ ଗୋଟିଏ ସ୍ଥାନ ରେ ପରମେଶ୍ବର କୁହନ୍ତି :

7. ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।

8. ଯୀଶୁ ପରମେଶ୍ବରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ବାରା ଆଜ୍ଞା ବହତା ଶିଖିଲେ।

9. ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।

10. ପରମେଶ୍ବର ମଲକୀଷଦକଙ୍କେ ଭଳି ଯୀଶୁଙ୍କୁ ମହାୟାଜକ ରୂପେ ବାଛିଲେ।

11. ଏ ବିଷୟ ରେ ଆମ୍ଭର ତୁମ୍ଭମାନଙ୍କୁ ଅନକେ କଥା କହିବା ପାଇଁ ଅଛି। କିନ୍ତୁ ଯେ ହତେୁ ତୁମ୍ଭମାନେେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର।

ଆଧ୍ୟାତ୍ମିକ ଅପରିପକ୍ୱତା

12.

13. ଯେ କବଳେ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ଯକ୍ତି ଉଚିତ ଶିକ୍ଷା କ'ଣ ତାହା ଜାଣି ନାହିଁ। ସମାନେେ ଭଲ ଓ ମନ୍ଦର ପାର୍ଥକ୍ଯ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି।

14. କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।

Bibles

Books

Chapters