ମୂର୍ତ୍ତି ପୂଜା ବନ୍ଦ

1.

2. ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦବୋ। ଏପରିକି ଲୋକମାନେ ସମାନଙ୍କେର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ଯ ଆମ୍ଭେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡିକୁ ପୃଥିବୀରୁ ବି ଲୋପ କରିବା।

3. ଯଦି କହେି ଭବିଷ୍ଯତ୍ବାଣୀ କରୁଛି ତା'ର ପିତାମାତା ତାକୁ କହିବେ, 'ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ମିଥ୍ଯା ବାକ୍ଯ କହିଛ।' ତା'ର ପିତା ଏବଂ ମାତା ୟିଏ ତାକୁ ଧାରଣ କରିଛନ୍ତି ସେ ଯେତବେେଳେ ଭବିଷ୍ଯବାଣୀ କରିବ ତାକୁ ଖଡ୍ଗ ରେ ବିନାଶ କରିବେ।

4. ସଦେିନ ପ୍ରେତ୍ୟକକ ଭବିଷ୍ଯତ-ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହବେେ। ସମାନେେ ଭବିଷ୍ଯତ୍ବକ୍ତାପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।

5. ସହେି ଲୋକମାନେ କହିବେ, 'ମୁଁ ଜଣେ ଭବିଷ୍ଯଦ୍ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମାରେ ବାଲ୍ଯକାଳରୁ ମାରେ ଅଧିକାର ରେ ଅଛି।'

6. କିନ୍ତୁ ଅନ୍ଯଲୋକମାନେ କହିବେ, 'ତୁମ୍ଭର ହାତ ରେ ଏହି କ୍ଷତଗୁଡିକ କ'ଣ? ସେ ଉତ୍ତର ଦବେେ, 'ମୁଁ ମାେ ବନ୍ଧୁମାନଙ୍କ ଗୃହ ରେ କ୍ଷତ ବିକ୍ଷତ ହାଇେଥିଲି।'

ମେଷପାଳକ ତ୍ରାଣକର୍ତ୍ତା

7.

8. ଦେଶର ଦୁଇ ତୃତୀଯାଂଶ ଲୋକ ଚ୍ଛଦନେ ହବେେ ଓ ମୃତ୍ଯୁବରଣ କରିବେ। ମାତ୍ର ଏକ ତୃତୀଯାଂଶ ଜୀବିତ ରହିବେ।

9. ତା'ପ ରେ ଆମ୍ଭେ ସହେି ଏକ ତୃତୀଯାଂଶ ଲୋକଙ୍କୁ ଅଗ୍ନି ରେ ପରୀକ୍ଷା କରିବା। ଆମ୍ଭେ ସମାନଙ୍କେୁ ରୂପା ଯେପରି ନିର୍ମଳ ହୁଏ ସହେିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସହେି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସମାନେେ ଡାକିବେ ଏବଂ ଆମ୍ଭେ ସମାନଙ୍କେୁ ଉତ୍ତର ଦବୋ, 'ଏମାନେ ଆମ୍ଭର ଲୋକ', ଆଉ ସମାନେେ କହିବେ, 'ସଦାପ୍ରଭୁ ଆମ୍ଭର ପରମେଶ୍ବର ଅଟନ୍ତି।'

Bibles

Books

Chapters