ଯୀଶୁ ବିଶ୍ରାମବାରର ପ୍ରଭୁ ଅଟନ୍ତି
1. ପ୍ରାୟ ସହେି ସମୟରେ ଯୀଶୁ ବିଶ୍ରାମଦିବସ ରେ ଶସ୍ଯକ୍ଷେତ୍ର ଦଇେ ଯାଉଥିଲେ। ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଥିଲେ। ତାହାଙ୍କର ଶଷ୍ଯମାନଙ୍କୁ ଭୋକ ଲାଗିଲା। ସମାନେେ କେତକେ ଗହମ କେଣ୍ଡା ଛିଣ୍ଡଇେ ଖାଇବାକୁ ଲାଗିଲେ।
2. ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, ଦେଖ, ତୁମ୍ଭର ଶିଷ୍ଯମାନେ ବିଶ୍ରାମଦିବସ ରେ ଏଭଳି ଯାହା କରୁଛନ୍ତି, ତାହା ମାଶାଙ୍କେ ବ୍ଯବସ୍ଥାର ବିରୋଧୀ।
3. ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ଦାଉଦ ଓ ତାହାଙ୍କ ସାଙ୍ଗ ରେ ଥିବା ଲୋକେ ଭୋକ ଲାଗୁବା ବେଳେ କଣ କରିଥିଲେ, ସେ ବିଷୟ ରେ ତୁମ୍ଭେ କ'ଣ ପଢିନାହଁ?
4. ସେ ପରମେଶ୍ବରଙ୍କ ଘ ରେ ପ୍ରବେଶ କରିଥିଲେ ଓ ପରମେଶ୍ବରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦଇେଥିଲେ। ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନଥିଲା। କାରଣ କବଳେ ଯାଜକମାନଙ୍କୁ ତାହା ଖାଇବାପାଇଁ ଅନୁମତି ଦିଆଯାଇଥାଏ।
5. ତୁମ୍ଭେ ମାଶାଙ୍କେ ବ୍ଯବସ୍ଥା ରେ କ'ଣ ପଢିନାହଁ ଯେ ବଶ୍ରାମ ଦିବସ ରେ ଯାଜକମାନେ ପ୍ରଭୁଙ୍କ ମନ୍ଦିର ରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣା ରେ ତାହାଙ୍କର କହେି କିଛି ଦୋଷ ଧରନ୍ତିନାହିଁ।
6. କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠା ରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍।
7. ଶାସ୍ତ୍ର କ ହେ, 'ମୁଁ ଲୋକମାନଙ୍କ ମଧିଅରେ ଦୟା ଚା ହେଁ, କିନ୍ତୁ ପଶୁବଳି ଚା ହେଁନାହିଁ।' ତୁମ୍ଭେ ପ୍ରକୃତ ରେ ଏହାର ଅର୍ଥ ବୁଝିନାହଁ। ଯଦି ବୁଝି ଥାଆନ୍ତ, ତବେେ ଏହି ନିର୍ଦ୍ ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତନାହିଁ।
8. ମନୁଷ୍ଯପୁତ୍ର ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।
ବିଶ୍ରାମବାରରେ ଆରୋଗ୍ୟ
9.
10. ସଠାେରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସଠାେରେ ଥିବା କେତକେ ଯିହୂଦୀ ଯୀଶୁଙ୍କ ଉପରେ ଦୋଷରୋପ କରିବା ପାଇଁ ସୁଯୋଗ ଖାଜେୁଥିଲେ। ସମାନେେ ତାହାଙ୍କୁ ପଚାରିଲେ, ମାଶାଙ୍କେ ନିୟମ ଅନୁସାରେ ବିଶ୍ରାମଦିବସ ରେ କାହାରିକୁ ଭଲ କରିଦବୋ କ'ଣ ବିଧିସଙ୍ଗତ?
11. ଯୀଶୁ କହିଲେ, ମନକରେ ତୁମ୍ଭର କାହାରି ଗୋଟିଏ ମଷେ ଅଛି ଓ ସହେି ମଷଠାରୁେ ବିଶ୍ରାମଦିବସ ରେ ଖାଲ ଭିତ ରେ ଖସି ପଡିଲା। ତୁମ୍ଭେ କ'ଣ ତାକୁ ଖାଲରୁ ବାହାର କରି ଆଣବ ନାହିଁ?
12. ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ତେଣୁ ମାଶାଙ୍କେ ବ୍ଯବସ୍ଥା ବିଶ୍ରାମ ଦିବସ ରେ ଭଲ କାମ କରିବାକୁ ଅନୁମତି ଦଇେଥାଏ।
13. ତା'ପରେ ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କୁ ହାତ ଦଖାଇବୋ ପାଇଁ ଆଗକୁ ବଢଇେ ଦଲୋ। ତାର ସହେି ଶୁଖି ଯାଇଥିବା ହାତଟି ସଂପୂର୍ଣ୍ଣ ଭଲ ହାଇଗେଲା। ଏହି ହାତଟି ତାର ଅନ୍ୟ ହାତ ଭଳି ହାଇଗେଲା।
14. କିନ୍ତୁ ଫାରୂଶୀମାନେ ସଠାରୁେ ବାହାରି ଗଲେ। ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ସମାନେେ ଯୋଜନା କଲେ।
ମୋର ସେବକ
15. ଯୀଶୁ ଏକଥା ଜାଣିପାରି ସେ ଜାଗା ଛାଡି ଚାଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରି ଦେଲେ।
16. କିନ୍ତୁ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ଏ କଥା କାହାରି ଆଗ ରେ ପ୍ରକାଶ କରିବ ନାହିଁ।
17. ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ, ସଗେୁଡ଼ିକ ପୂର୍ଣ୍ଣ ହବୋପାଇଁ ଯୀଶୁ ଏହା କଲେ।
18. ୟିଶାଇୟ କହିଥିଲେ, ଏ ମାରେ ସବେକ। ମୁଁ ତାହାଙ୍କୁ ବାଛିଛି। ମୁଁ ତାହାଙ୍କୁ ଭଲ ପାଏ। ମୁଁ ତାହାଙ୍କ ଉପରେ ଖୁସୀ। ମାରେ ଆତ୍ମା ମୁଁ ତାହାଙ୍କଠା ରେ ରଖିବି। ସେ ଜାତିମାନଙ୍କ ଭିତ ରେ ନ୍ଯାୟ ଘାଷେଣା କରିବେ।
19. ସେ ୟୁକ୍ତି କହିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିର ତାହାଙ୍କ କଥା ଶୁଣିବେ ନାହିଁ।
20. ନଇଁ ପଡ଼ିଥିବା ଛେଚ଼ାନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭଇବେେ ନାହିଁ। ନ୍ଯାୟର ବିଜୟ ନ ହବୋ ପର୍ୟ୍ଯନ୍ତ ସେ ଅଟଳ ରହିବେ।
21. ସେଥି ରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।ୟିଶାଇୟ 42:1-4
ଏକ ଘର ବିଭାଜିତ ହୋଇପାରିବ ନାହିଁ
22.
23. ଜମା ହାଇେଥିବା ଲୋକେ ଏହା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ, ସମାନେେ କୁହାକୁହି ହେଲେ, ଆମ୍ଭ ପାଖକୁ ପରମେଶ୍ବର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସହେି ଦାଉଦଙ୍କ ପୁତ୍ର ଅଟନ୍ତି?
24. ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, ଯୀଶୁ ଭୂତମାନଙ୍କ ଶାସକ ବାଆଲ୍ଜିବୂଲ ଙ୍କ ସାହାର୍ୟ୍ଯ ରେ ଭୂତମାନଙ୍କୁ ଛଡ଼ାନ୍ତି।
25. ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣିପାରିଲେ ଓ ସମାନଙ୍କେୁ କହିଲେ, ନିଜ ବିରୁଦ୍ଧ ରେ ବିଭଦେ ସୃଷ୍ଟି କରୁଥିବା ପ୍ରେତ୍ୟକକ ରାଜ୍ଯ ଧ୍ବଂସ ପାଇୟିବ। ଯଦି କୌଣସି ନଗର ନିଜ ନିଜ ମଧିଅରେ ଭାଗଭାଗ ହାଇଯୋଏ, ତବେେ ତାହା ତିଷ୍ଠିରହି ପାରିବନି। ସହେିଭଳି ନିଜନିଜ ଭିତ ରେ ଭାଗ ହାଇଗେଲେ କୌଣସି ପରିବାର ତିଷ୍ଠି ରହି ପାରିବନି।
26. ଯଦି ଶୟତାନ ତା'ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତବେେ ତା'ର ଅର୍ଥ ସେ ନିଜେ ନିଜ ଭିତ ରେ ଭାଗଭାଗ ହାଇେଛି। ଏ ପରିସ୍ଥିତି ରେ ତା'ର ରାଜ୍ଯ ତିଷ୍ଠି ରହି ପାରିବା ସମ୍ଭବ ହବେନାହିଁ।
27. ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆଲ୍ଜିବୂଲ୍ର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡ଼ି ଦେଉଛି, ତବେେ ତୁମ୍ଭର ଶିଷ୍ଯମାନେ କାହା ସାହାୟ୍ଯ ରେ ତାହାଙ୍କୁ ତଡ଼ଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ଯମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ କହୁଛ।
28. ମୁଁ କିନ୍ତୁ ଭୁତମାନଙ୍କୁ ପରମେଶ୍ବରଙ୍କ ଆତ୍ମାର ଶକ୍ତି ସାହାୟ୍ଯ ରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି।
29. ଜଣେ ଲୋକ କୌଣସି ବଳବାନ ଲୋକ ଘ ରେ ପଶି ତା'ର ସମ୍ପତ୍ତି ଚେ଼ା ରଇନବେୋକୁ ଚାହିଁଲେ, ସେ ବଳବାନ ଲୋକଟିକୁ ପ୍ରଥମେ ବାନ୍ଧି ପକାଇବ। ତା'ପରେ ସେ ବଳବାନ ଲୋକର ଘରୁ ସବୁ ଲୁଟି କରି ନଇେ ଯାଇ ପାରିବ।
30. ଯଦି କହେି ମାେ ସହିତ କାମ କରୁନାହିଁ, ତବେେ ସେ ମାେ ବିରୁଦ୍ଧ ରେ କାମ କରୁଛି।
କ୍ଷମାହୀନ ପାପ
31.
32. ଯଦି କହେି ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କୁ ହେ ତବେେ ତାକୁ କ୍ଷମା କରାଯାଇପା ରେ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରିଦ୍ଧ ରେ କହେି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ଯତ ରେ କବେେ ହେଲେ କ୍ଷମା କରାୟିବନାହିଁ।
ଏହାର ଫଳ ଦ୍ୱାରା ଜଣାଶୁଣା ଏକ ବୃକ୍ଷ
33.
34. ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
35. ଗୋଟିଏ ଭଲ ଲୋକର ମନ ରେ ଭଲ କଥା ସଞ୍ଚିତ ହାଇେ ରହିଥାଏ, ସେ କହିବା ବେଳେ ତା'ର ମନରୁ ଭଲ କଥା ବାହରି ଆ ସେ। କିନ୍ତୁ ଜଣେ ଖରାପ ଲୋକର ମନ ଭିତ ରେ ଖରାପ କଥା ସବୁ ସଞ୍ଚିତ ହାଇେ ରହିଥାଏ। ସେ କହିବା ବେଳେ ତା' ମନ ଭିତରୁ ଖରାପ କଥା ବାହରିଥାଏ। ତେଣୁ ସେ ଖରାପ କଥା କୁ ହେ।
36. କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରେତ୍ୟକକ ଶବ୍ଦପାଇଁ ବିଚ଼ାର ଦିନ ରେ ସମାନଙ୍କେୁ ଉତ୍ତର ଦବୋକୁ ହବେ।
37. ଅତଏବ ଯେଉଁସବୁ କଥା ତୁମ୍ଭେ କହିଥିବା, ତା ଅନୁସାରେ ତୁମ୍ଭକୁ ଦୋଷୀ ବା ତୁମ୍ଭକୁ ନିର୍ଦ୍ ଦୋଷୀ ବୋଲି ବିଚ଼ାର କରାୟିବ।
ଶାସ୍ତ୍ରୀ ଓ ଫାରୂଶୀମାନେ ଏକ ଚିହ୍ନ ମାଗନ୍ତି
38.
39. ଯୀଶୁ କହିଲେ, ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚ଼ାହାଁନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦଖାଇେ ଦିଆୟିବନାହିଁ। କବଳେ ଭବିଷ୍ଯଦ୍ବକ୍ତା ୟୂନସଙ୍କ କ୍ଷେତ୍ର ରେ ଘଟିଥିବା ଆଶ୍ଚର୍ୟ୍ଯକାର୍ୟ୍ଯ ହିଁ ସମାନଙ୍କେ ପାଇଁ ଏକମାତ୍ର ଚ଼ିହ୍ନ ହବେ।
40. ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।
41. ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।
42. ଯେଉଁ ଦିନ ବିଚ଼ାର ହବେ ସେ ଦିନ ଦକ୍ଷିଣର ରାଣୀ ପର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସେ ଶଲମାନଙ୍କେ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲମାନଙ୍କେଠାରୁ ଅଧିକ ମହାନ୍।
ଏକ ଅପରିଷ୍କାର ଆତ୍ମା ଫେରି ଆସେ
43.
44. ସେତବେେଳେ ସେ କୁ ହେ, 'ମୁଁ ମାରେ ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସଠାେକୁ ଫରେିୟିବି।' ସେ ପୁଣି ଫରେିଆ ସେ। ସେ ଦେଖେ ସେ ପର୍ୟ୍ଯନ୍ତ ମଧ୍ଯ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠିକ୍ଠାକ୍ ଅଛି। ତା'ପରେ ସେ ଯାଏ ଓ ତା'ଠାରୁ ଅଧିକ ଖରାପ ଆଉ ସାତଟା ଭୂତଙ୍କୁ ଡ଼ାକିଆଣେ।
45. ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସଠାେରେ ବସବାସ କରନ୍ତି। ସେତବେେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚ଼ନୀୟ ହାଇପେଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସହେି ଏକାକଥା ଘଟିବ।
ଯୀଶୁଙ୍କ ମାତା ଏବଂ ଭାଇମାନେ ତାଙ୍କ ପାଇଁ ପଠାନ୍ତି
46.
47. ଜଣେ କହେି ଯୀଶୁଙ୍କୁ କହିଲେ, ତୁମ୍ଭର ମାଆ ଏହଂ ଭାଇମାନେ ବାହା ରେ ଅପେକ୍ଷା କରିଛନ୍ତି। ସମାନେେ ତୁମ୍ଭ ସହିତ କଥାବାର୍ତ୍ତା ହବୋକୁ ଚ଼ାହୁଁଛନ୍ତି।
48. ଯୀଶୁ ସମାନଙ୍କେୁ ଉତ୍ତର ଦେଲେ, ମାରେ ମାଆ କିଏ? ମାରେ ଭାଇମାନେ କିଏ?
49. ତା'ପରେ ସେ ତାହାଙ୍କର ଶିଷ୍ଯମାନଙ୍କ ଆଡ଼କୁ ହାତ ପଢ଼ଇେ କହିଲେ, ଏମାନେ ମାରେ ମାଆ ଓ ଭାଇ।
50. ୟିଏ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଇଚ୍ଛା ଅନୁସାରେ କାମ କରନ୍ତି, ସେ ମାରେ ଭାଇ, ଭଉଣୀ ଓ ମାଆ।