ବିଶ୍ୱାସ ଦ୍ୱାରା ଧାର୍ମିକତା

1.

2. ତୁମ୍ଭମାନେେ ମାେତେ ଗୋଟିଏ କଥା କୁହ : ତୁମ୍ଭମାନେେ ପବିତ୍ର ଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ ? କ'ଣ ତୁମ୍ଭମାନେେ ବ୍ଯବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ ? ନା! ତୁମ୍ଭମାନେେ ସୁସମାଚାର ଶୁଣି ଓ ବିଶ୍ବାସ କରି ପବିତ୍ର ଆତ୍ମାଙ୍କୁ ସ୍ବୀକାର କରିଥିଲ।

3. ତୁମ୍ଭମାନେେ ଆତ୍ମାଙ୍କ ସହିତ ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ। ଏବେ କ'ଣ ତୁମ୍ଭମାନେେ ଭାବୁଛ ଯେ ତୁମ୍ଭମାନେେ ନିଜର ଶକ୍ତି ବଳ ରେ ଶଷେ ପର୍ୟ୍ଯନ୍ତ ଚଳି ପାରିବ ? ତୁମ୍ଭମାନେେ କ'ଣ ଏତେ ବୋକା ?

4. ତୁମ୍ଭମାନେେ ଅନକେ କଥା ଅନୁଭବ କରିଛ। କଣ ସେ ସବୁ ବିଫଳ ହାଇଗେଲା ? ନା!

5. ସେ ସବୁ ବିଫଳ ହାଇେ ନାହିଁ। ତୁମ୍ଭମାନେେ ବ୍ଯବସ୍ଥା ପାଳନ କର ବୋଲି କ'ଣ ପରମେଶ୍ବର ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧିଅରେ ପରମେଶ୍ବର ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି, ତାହା କଣ ବ୍ଯବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭମାନେେ ସୁସମାଚାର ଶୁଣି ସଗେୁଡ଼ିକରେ ବିଶ୍ବାସ କଲ ବୋଲି, ପରମେଶ୍ବର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧିଅରେ ଆଶ୍ଚର୍ୟ୍ଯଜନକ କର୍ମମାନ କରିଛନ୍ତି।

6. ଅବ୍ରହାମଙ୍କ ବିଷୟ ରେ ଶାସ୍ତ୍ର ମଧ୍ଯ ଏହି କଥା କୁ ହେ : ଅବ୍ରହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ ଓ ପରମେଶ୍ବର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ।

7. ଅତଏବ ତୁମ୍ଭମାନେେ ଜାଣି ରଖ ଯେ, ବିଶ୍ବାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ।

8. ଶାସ୍ତ୍ରଗୁଡ଼ିକ ଏହା ମଧ୍ଯ କ ହେ ଯେ, ଭବିଷ୍ଯତ ରେ କ'ଣ ହବେ ? ଲଖାେଅଛି, ପରମେଶ୍ବର ଅଣଯିହୂଦୀମାନଙ୍କୁ ମଧ୍ଯ ସମାନଙ୍କେର ବିଶ୍ବାସ ପାଇଁ ଧାର୍ମିକ କରିବେ। ସୁସମାଚାର ଅବ୍ରାହମଙ୍କୁ ଆଗରୁ କୁହାୟାଇଥିଲା। ଶାସ୍ତ୍ର କ ହେ : ପରମେଶ୍ବର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ଯବହାର କରିବେ।271

9. ଅବ୍ରହାମ ଏହାକୁ ବିଶ୍ବାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସହେିପରି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।

ନିୟମ ଏକ ଅଭିଶାପ ଆଣିଥାଏ

10.

11. ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ଯବସ୍ଥା ପାଳନ ଦ୍ବାରା ପରମେଶ୍ବରଙ୍କଠା ରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କ ହେ : ବିଶ୍ବାସକୁ ଆଧାର କରି ଧାର୍ମିକ ବ୍ଯକ୍ତି ସଦାକାଳ ପାଇଁ ଜୀବିତ ରହିବ।274

12. କିନ୍ତୁ ବ୍ଯବସ୍ଥା ବିଶ୍ବାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳ ରେ ଶାସ୍ତ୍ର କୁ ହେ : ଯେଉଁ ଲୋକ ବ୍ଯବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସଗେୁଡ଼ିକ ମାଧ୍ଯମ ରେ ବଞ୍ଚିବ।275

13. ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277

14. ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ଯ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ବାସ ଦ୍ବାରା ଆମ୍ଭେ ସମସ୍ତେ ସହେି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇପାରିବା।

ପରିବର୍ତ୍ତନହୀନ ପ୍ରତିଜ୍ଞା

15. ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି : ଜଣେ ଲୋକ ଅନ୍ୟ ଜଣଙ୍କ ସହିତ କରିଥିବା ଚୁକ୍ତି ବିଷୟ ରେ ଭାବ। ସହେି ଚୁକ୍ତିଟି ଅନୁମାଦେିତ ହାଇଗେଲା ପରେ, ସେଥି ରେ କୌଣସି ପରିବର୍ତ୍ତନ ହାଇପୋ ରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥି ରେ ୟୋଡ଼ା ଯାଇପା ରେ ନାହିଁ।

16. ସେ ଚୁକ୍ତିକୁ ମଧ୍ଯ ଏଡ଼ାଇ ଦଇେ ହୁଏ ନାହିଁ। ସହେିପରି ପରମେଶ୍ବର ଅବ୍ରହାମ ଓ ତାହାଙ୍କ ସନ୍ତାନଙ୍କୁ ପ୍ରତିଶୃତି ଦଇେଥିଲେ। କିନ୍ତୁ ସେ ତାହାଙ୍କର ସମସ୍ତ ବଂଶଧର ପାଇଁ ଏହି ପ୍ରତିଜ୍ଞା ଦଇେ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ଯକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସହେି ବ୍ଯକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।

17. ମାେ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ବର ପୂର୍ବରୁ ଅନୁମାଦେନ କରିସାରିଥିଲେ, ତାହା ଚାରିଶହ ତିରିସ ବର୍ଷ ପରେ ଆସିଥିବା ବ୍ଯବସ୍ଥା ଦ୍ବାରା ମୂଲ୍ଯହୀନ ହାଇେ ଗଲା ନାହିଁ। ସହେି ବ୍ଯବସ୍ଥା ମଧ୍ଯ ସହେି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।

18. ଯଦି ଉତ୍ତରାଧିକାର ବ୍ଯବସ୍ଥା ଆଧାରିତ ଅଟେ, ତବେେ ତାହା 'ପ୍ରତିଶୃତି ଆଧାରିତ ହାଇେ ପାରିବ ନାହିଁ। କିନ୍ତୁ ପରମେଶ୍ବର ଆପଣା ପ୍ରତିଶୃତି ମାଧ୍ଯମ ରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।

ନିୟମର ଉଦ୍ଦେଶ୍ୟ

19. ତା' ହେଲେ ବ୍ଯବସ୍ଥାର ପ୍ରଯୋଜନ କ'ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦଖାଇବୋ ଲାଗି ବ୍ଯବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶଷେ ସନ୍ତାନଙ୍କ ଆସିବା ପର୍ୟ୍ଯନ୍ତ ବ୍ଯବସ୍ଥା ଜାରି ରହିବାର ଥିଲା। ପରମେଶ୍ବରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧ ରେ ଥିଲା। ବ୍ଯବସ୍ଥାଗୁଡ଼ିକ ସ୍ବର୍ଗଦୂତମାନଙ୍କ ଜରିଆ ରେ ଦିଆଯାଇଥିଲା। ସ୍ବର୍ଗଦୂତମାନେ ମାଶାଙ୍କେ ମଧ୍ଯସ୍ଥତା ରେ ମନୁଷ୍ଯମାନଙ୍କୁ ଦେଲେ।

20. ଗୋଟିଏ ପଟ ଥିଲେ, ମଧ୍ଯସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ବର ହେଉଛନ୍ତି ମାତ୍ର ଜଣେ।

21. ଏହାର ଅର୍ଥ କ'ଣ ଏହା ଯେ ବ୍ଯବସ୍ଥା ପରମେଶ୍ବରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତ ରେ ଜୀବନ ଭଳି ବ୍ଯବସ୍ଥା ଯଦି ଦିଆଯାଇ ପାରିଥାଆନ୍ତା, ତବେେ ସହେି ବ୍ଯବସ୍ଥା ଦ୍ବାରା ପରମେଶ୍ବରଙ୍କ ସହିତ ଆମ୍ଭେ ପ୍ରକୃତ ରେ ଧାର୍ମିକ ହାଇେ ପାରିଥାଆନ୍ତୁ।

22. କିନ୍ତୁ ଏହା ସତ୍ଯ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘାଷେଣାର ଉଦ୍ଦେଶ୍ଯ ହେଲା ଯେ, ବିଶ୍ବାସ ମାଧ୍ଯମ ରେ ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି, ସହେି ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ।

23. ଏହି ବିଶ୍ବାସ ପ୍ରକାଶ ହବୋ ପର୍ୟ୍ଯନ୍ତ ଆମ୍ଭେ ବ୍ଯବସ୍ଥା ଦ୍ବାରା ବନ୍ଦୀ ଓ ପରିଚାଳିତ ହାଇେଥିଲୁ। ଆମ୍ଭର ସେତବେେଳେ କୌଣସି ସ୍ବାଧୀନତା ନ ଥିଲା।

24. ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ଯବସ୍ଥା ଆମ୍ଭର ସ୍ବାମୀ ଥିଲା। ତା'ପରେ ଆମ୍ଭେ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହେଲୁ।

25. ଏବେ ବିଶ୍ବାସର ରାସ୍ତା ଉପସ୍ଥିତ ହାଇେଅଛି ଓ ଆମ୍ଭେ ଏଣିକି ବ୍ଯବସ୍ଥାର ଅଧୀନ ନୋହୁଁ।

ପୁତ୍ର ଏବଂ ଉତ୍ତରାଧିକାରୀ

26.

27. ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠା ରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭମାନେେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ।

28. ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।

29. ଯଦି ତୁମ୍ଭମାନେେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତବେେ ସ୍ବଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ଯ ଅଟ, ଓ ପରମେଶ୍ବର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦଇେଥିଲେ, ସହେି ପ୍ରତିଶୃତିର ମଧ୍ଯ ତୁମ୍ଭେ ଉତ୍ତରାଧିକାରୀ ଅଟ।

Bibles

Books

Chapters