ରାଜା ମର୍ଦ୍ଦଖୟକୁ ସମ୍ମାନ କରନ୍ତି

1. ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।

2. ତହିଁରେ ଏହି ଲିଖିତ କଥା ଦଖାଗେଲା, ରାଜାଙ୍କର ନଫୁସକ ବିଗ୍ଥନ୍ ଓ ତରେଶ ନାମ ରେ ଦୁଇଜଣ ଦ୍ବାରପାଳ ଅକ୍ଷଶ୍ବରେଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖଯ ତହିଁର ସମ୍ବାଦ ଦଇେଥିଲା।

3. ଏଣୁ ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦଖଯକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ୟାଇଅଛି?

4. ତେଣୁ ରାଜା ପଚାରିଲେ, ପ୍ରାଙ୍ଗଣ ରେ କିଏ ଅଛି? ଏହି ସମୟରେ ହାମନ୍ ନିଜର ପ୍ରସ୍ତୁତ ଫାଶି କାଠ ରେ ମର୍ଦ୍ଦଖଯକୁ ଫାଶି ଦବୋ ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ଦ୍ବାର ପ୍ରାଙ୍ଗଣକୁ ଆସିଲା।

5. ତେଣୁ ରାଜାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ହାମନ୍ ପ୍ରାଙ୍ଗଣ ରେ ଛିଡା ହାଇେଅଛି।

6. ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ'ଣ କରାୟିବ? ହାମନ ମନମେନେ ଭାବିଲା, ରାଜା ମାେ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହବେେ?

7. ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦଲୋ, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତୁ,

8. ତାହା ପାଇଁ ମହାରାଜାଙ୍କ ପରିଧଯେ ରାଜକୀଯ ବସନ ଏବଂ ଅଶ୍ବ ଯେଉଁଥି ରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ।

9. ଆଉ ସହେି ବସନ ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତ ରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସମାନେେ ସହେି ରାଜ ବସନ ପିନ୍ଧାନ୍ତୁ ଓ ସହେି ଅଶ୍ବ ରେ ଆରୋହଣ କରାଇ ନଗର ଦାଣ୍ତ ରେ ତାହାର ଆଗେ ଆଗେ ଏହା ଘାଷେଣା କରାନ୍ତୁ। 'ମହାରାଜ ଯାହାର ସମ୍ମାନ ରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାୟାଏ।'

10. ଏଥି ରେ ରାଜା ହାମନକୁ କହିଲା, ତୁମ୍ଭେ ଏହା ଶ୍ରୀଘ୍ର କର, ଯେପରି କହିଲ। ସପରେି ବସନ ଓ ସହେି ଅଶ୍ବ ଘନେି ରାଜଦ୍ବାର ରେ ଉପବିଷ୍ଟ ୟିହୁଦୀଯ ମର୍ଦ୍ଦଖଯ ପ୍ରତି କର। ସେଥିରୁ କିଛି କଥା ଦିଅ ନାହିଁ, ଯାହା ତୁମ୍ଭେ କହିଲ।

11. ତେଣୁ ହାମନ୍ ସହେି ବସନ ଓ ଅଶ୍ବନଇେ ମର୍ଦ୍ଦଖଯକୁ ବସ୍ତ୍ରାନିତ୍ବା କଲା ଓ ଅଶ୍ବାରୋହଣ କରାଇ ନଗର ଦାଣ୍ତ ରେ ବୁଲାଇଲା। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାପ୍ରତି ଏହିପରି କରାୟାଏ। ଏହିକଥା ତାହାର ଆଗେ ଆଗେ ଘାଷେଣା କଲା।

12. ଏହାପରେ ମର୍ଦ୍ଦଖଯ ପୁନର୍ବାର ରାଜଦ୍ବାରକୁ ଆସିଲା। ମାତ୍ର ମହାନ୍ ଶାେକକୁଳ ହାଇେ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା।

13. ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ୟ୍ଯା ସରେଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସରେଶ ତାହାକୁ କହିଲେ, ଯାହା ସାକ୍ଷାତ ରେ ତୁମ୍ଭର ଏହି ପତନର ଆରମ୍ଭ ହାଇେଅଛି, ସେ ମର୍ଦ୍ଦଖଯ ଯବେେ ୟିହୁଦୀ ବଂଶୀଯ ଲୋକ ହୁଏ, ତବେେ ତୁମ୍ଭେ ତାହାକୁ ଜଯକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତ ରେ ନିଶ୍ଚିତ ପତିତ ହବେ।

14. ସମାନେେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନଫୁସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମନକୁ ନବୋ ପାଇଁ ଚଞ୍ଚଳ ହେଲେ।

Bibles

Books

Chapters